ଅର୍ଚ୍ଚନା ନାଗ ମାମଲାରେ ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିପାରେ ବୋଲି ସୂଚନା ରହିଛି। ଶ୍ରଦ୍ଧାଞ୍ଜଳି, ଗାଡ଼ି ଚାଳକ ଚନ୍ଦନ ଓ ବିଜିନେସ୍ ପାର୍ଟନର ଖଗେଶ୍ୱରଙ୍କ ବୟାନ ଆଧାରରେ ତାଲିକା କରାଯାଇଥିବା ଏମାନଙ୍କୁ ଜେରା କରିବ ଇଡି। ଜେରା ପାଇଁ ଇଡି ଯେଉଁ ଦ୍ୱିତୀୟ ତାଲିକା ତିଆରି କରିଛି ସେଥିରେ ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କ ସମେତ କେତେକ ରାଜନେତାଙ୍କ ନାଆଁ ଥିବା … Continue reading ଅର୍ଚ୍ଚନା ନାଗ ମାମଲାରେ ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିବ ଇଡି